by Ranjita Das ✓ · 15 Aug 2019
ଓଡ଼ିଶାରେ ଓଡ଼ିଆ ପିଲା ଏହି ବିଷୟରେ ଅଳ୍ପ ବହୁତ ଜାଣିଛନ୍ତି କିନ୍ତୁ ବାହାର ରାଇଜ ପିଲା ପଢ଼ୁଥିବା ବହିରେ ଏ ଗାଥା ପ୍ରକାଶ ପାଇନାହିଁ । କିନ୍ତୁ କାହିଁକି ? ଏ କଥା ଆମେ ସମସ୍ତେ ଜାଣିବା ଉଚିତ ନୁହେଁ କି ? ଏବଂ ଏଇ ବୀରର ଧ୍ୱନିଘରେ ଘରେ ଗୁଞ୍ଜି ଉଠିବା ଉଚିତ ନୁହେଁ କି ?
Loading comments…
Loading comments…