by smrutirekha das ✓ · 16 Nov 2021
ଏହି ପ୍ରାଣ ଶକ୍ତିର ପୁରା ଲାଭ ସେହି ପାଇଥାଏ ଯିଏ ସଂଯମତା ଅବଲମ୍ବନ କରେ। ସଂଯମତା ହିଁ ମସସ୍ତ ଶକ୍ତିର ଆଧାର। ଏହି ସଂଯମର ପ୍ରଥମ ପାହାଚ ହେଲା ବାଣୀ ସଂଯମ । ବାଣୀ ସଂଯମ ଫଳରେ ଅନର୍ଥ ପରମ୍ପରାର ବିଲୟ ଘଟେ । ତେଣୁ ମୁଁ ମୌନ ଅବଲମ୍ବନ କରୁଅଛି
Loading comments…
Loading comments…