by Premasila Raut ✓ · 10 Oct 2019
ତାର ସେ ମୁରୁକି ହସ, କଥା କହିବାର ଶୈଳୀ, ହରିଣୀ ଆଖି ଦୁଇଟା, ଗୋଳାପ ଫୁଲିଆ ମୁହଁଟି ମୋହନକୁ ମୁଗ୍ଧ କରି ଦେଇଛି । ଆଉ ତା ପାଉଁଜିର ରୁଣୁଝୁଣୁ ଶବ୍ଦ ତା'ର କାନକୁ ବାରମ୍ବାର ପ୍ରତିଧ୍ଵନିତ କରୁଛି । ସେ ଆଉ ମନ୍ଦିର ଭିତରକୁ ନ ଯା’ ।
Loading comments…
Loading comments…