by Parameswar Ojha ✓ · 28 May 2022
ପିଲା ବେଳ କଥା ମନେ ପଡିଗଲା ମୋର , ଏମିତି ଚାଲି ଚାଲି ଯାଏ ମୁଁ ବାପା ଙ୍କ ସହ ଯୋଉଠି କି ସେ ବାହାରନ୍ତି ନନେଲେ କାନ୍ଦେ ଅଇନି କରେ । ଉତ୍ଫୁଲିତ ହୋଇ ବାହାରି ପଡେ ସିନା କିନ୍ତୁ ଅଳ୍ପ ବାଟ ଚାଲି ଗଲେ ମୋ ଗୋଡ଼ କଣ ହୋଇଯାଏ । ବାପା ଙ୍କୁ କହେ
Loading comments…
Loading comments…