Loading…
ଗାଲରେ ଚାପୁଡ଼ା ଟିଏ ବାଜିଲେ ମାଆ ଲୋ ବୋଲି ପାଟିରୁ ବାହାରି ପଡ଼େ ସିନା କିନ୍ତୁ ରାସ୍ତାରେ ବଡ ଟ୍ରକ କି ବସ୍ ଟିଏ ସାମ୍ନାକୁ ଆସିଗଲେ ବାପା ଲୋ ବୋଲି ପାଟିରୁ ବାହାରି ପଡ଼େ । କାହିଁକି ନାଁ ଛୋଟ ଛୋଟ ବିପଦରେ ମାଆ ମନେ ପଡେ ସିନା କିନ୍ତୁ ବଡ ବଡ ବିପଦ ଆସିଲେ କେବଳ ବାପା ହିଁ ମନେ ପଡ଼ନ୍ତି । ବାପା ଏମିତି ଏକ ବରଗଛ ଯାହାର ଶୀତଳ ଛାଇରେ ପୁରା ଦୁନିଆ ଆଶ୍ରୟ ନିଏ ।
Comments
Loading comments…