by shibaram dalai ✓ · 30 Jun 2021
ମୋତେ ପାଖ ବଜାରକୁ ଛାଡି ନଥିବା ବାପା ମାଆ ବିଶାଖାପାଟଣା ଯିବା ଦିନ ବହୁତ କାନ୍ଦିଲେ । ବାପାଙ୍କ ଆଶା ଏବଂ ସମାଜରେ ବଞ୍ଚିବା ପାଇଁ ମୁଁ ବିଶାଖାପାଟଣା ଚାଲିଗଲି ।
Loading comments…
Loading comments…