by Akshaya Kumar Acharya ✓ · 5 May 2022
ଯୋଉ ଦିନ ଘରୁ ବାହାରନ୍ତି ସେଦିନ ରାତି ୪ଟା ରୁ ଉଠି ନିତ୍ୟକର୍ମ ସାରି ବାହାରି ପଡ଼ନ୍ତି । ଆମେ ବି ସେଦିନ ରାତି ୪ଟାରୁ ଉଠି ପଡୁ । ଗଲାବେଳେ ଘର ଚଳେଇବାକୁ ବୋଉକୁ ଟଙ୍କା ଦିଅନ୍ତି ଆଉ ଆମକୁ ବି ଖୁସିରେ ୧୦/୨୦ ଟଙ୍କା ଲେଖାଏଁ ଦିଅନ୍ତି ଆଉ ମୁ
Loading comments…
Loading comments…