by Satyaprakash Sethy, M. A(UGC NET) ✓ · 16 Jun 2022
ବାପା ମାନେ ଅବ୍ୟକ୍ତ ଚିତ୍କାର, ଯନ୍ତ୍ରଣାର ଧ୍ଵନି। ବୋହୁମାନଙ୍କ ଗଞ୍ଜଣାର ଶିକାର। ଅହରହ ଦହଗଞ୍ଜ।ଏ ସବୁ ଅନ୍ତହୀନ ଅନନ୍ତ ହାହାକାର।
Loading comments…
Loading comments…