by Titi Sarangi ✓ · 9 Nov 2019
ମୁଁ କିନ୍ତୁ ବହୁତ ମନେ ପକାଏ ଅଜାଙ୍କ କଥା ।କିଛି ଦିନ ସିଏ ଆସନ୍ତି ଆମ ଘରକୁ ।ହସି ହସି କହନ୍ତି କଣ ଝିଅ ଘର ଭାତ ଖାଇ ମଜା ମାରିବି ।
Loading comments…
Loading comments…