by Rajalaxmi Mohanty ✓ · 15 Apr 2022
ଏଇ ବାଡିଟି ଯିଏ ଅନେକ ଥର ସମସ୍ତଙ୍କୁ ବିପଦରେ ପକେଇଛି ଶେଷରେ ତା କରାମତି ଦେଖେଇ ଏତେବଡ ବିପଦରୁ ରକ୍ଷା କରିବ କେହି କେବେ ଆଶା କରିନଥିଲେ । ଲାଗୁଥିଲା ବାପାଙ୍କ ଆତ୍ମା ଯେମିତି ଏବେବି ସେ ବାଡିକି ଜଗି ବସିଛନ୍ତି ।
Loading comments…
Loading comments…