by ଓଡ଼ିଆ ଗଳ୍ପ ଓ କବିତା - ୨ ✓ · 20 Aug 2018
ଶକ୍ତି ନିଦରୁ ଉଠିଲା। ବାପାଙ୍କ ରୁମ୍ ଭିତରପଟୁ ବନ୍ଦ ଥିଲା । ସେ ଟିକିଏ ଘାବେରଇ ଗଲା । ବାପା କେବେ କବାଟ ବନ୍ଦକରି ଶୋଉ ନ ଥିଲେ ।
Loading comments…
Loading comments…