by Nityananda Nandi ✓ · 24 Jan 2022
ମୋ ବାପାଙ୍କ ଫୋନ ଘଣ୍ଟି ବାଜିବାର ଶବ୍ଦଟା କାହିଁକି କେଜାଣି ଅଜାଣତରେ ବ୍ୟଗ୍ରତା ସୃଷ୍ଟି କରେ ମନ ଭିତରେ। ବାପାଙ୍କ ଫୋନ ଘଣ୍ଟିର ଯାଦୁକରୀ ଶବ୍ଦ, ବାପାଙ୍କର ମିଠା ମିଠା କଥା ସବୁ ଆଖି ଆଗରେ ନାଚି ଉଠେ।
Loading comments…
Loading comments…