କଣାକ୍ଷେତ ଗ୍ରାମ ର ବାସିନ୍ଦା କିଛି ଦିନ ପାଇଁ ବାସନ୍ତୀଙ୍କର ପ୍ରଶଂସା କଲେ,ସେ ଡାହାଣୀ ନୁହଁନ୍ତି ଦେବୀ କହିଲେ, କିନ୍ତୁ ସେମାନଙ୍କର ସେହି ପରିବର୍ତ୍ତନ ସାମୟିକ ସମୟ ପାଇଁ ଥିଲା l ଦୁନିଆଁ ର ସଫା ଆଲୋକ କେବେ ମଧ୍ୟ ତାଙ୍କୁ ଛୁଇଁ ପାରୁ ନଥିଲା l ଚିନ୍ତା ଓ ଚେତନାରେ ସେମାନେ ସେହିପରି ଅନ୍ଧ ହୋଇ ରହିଲେ l
Loading comments…