by Swetapadma Padhi ✓ · 15 Aug 2021
ଆସ୍ଥା ବିକଳ ହେଇ କାନ୍ଦି ପକେଇଲା, ତାକୁ ତୁନି କରିବାକୁ ଯାଇ ଆଦ୍ୟା କହିଲା, ହେଇ ଦେଖ ସେଠି କେମିତି ଅଧାଦରମରା ହେଇ ପଡିଛି ମହିଷାସୁର !
Loading comments…
Comments
Loading comments…