ବବଲୁ ଚମକି ଉଠିଲା। କଣ ସେ କରିବାକୁ ଯାଉଥିଲା? ସେ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲା। ବର୍ଷାର ମନମୁଖୀ କାର୍ଯ୍ୟ ଆରମ୍ଭ ହେଇଯାଇଥିଲା। ଗୋଟେ କ୍ଷଣ ବନ୍ଦ ହେଇ ପର କ୍ଷଣରେ ଗର୍ଜୁଥିଲା। ତାକୁ ଲାଗିଲା ବର୍ଷା ବୋଧେ ତାର ଦୋ ମୁହାଁ ନୀତି ଦେଖି ସତେ ଯେମିତି ତା ଉପରେ ପ୍ରତିଶୋଧ ନେଉଥିଲା। ସେ ପୁଣିଥରେ ନିଜକୁ ସଂଯତ କରିଲା
Loading comments…