by Lopamudra Parida ✓ · 27 Jul 2021
ମନ ତଳ ରୁନ୍ଧିଲା ପରି କୋହ ଉଠେଇ ଆସୁଥିଲା । ଯୋଉ ଆନନ୍ଦ ବଜାରେ ବ୍ରହ୍ମାଣ୍ଡ କୋଟିର ଲୋକେ ପୋଷା ସେଠି ପୁଣି ...... ଲୁହ ଜକା ଆଖିରେ ଲେଉଟିଲି । ହେଲେ କରନ୍ତି ବା କଣ ? ବାଟ ତ ମହରଗ ।
Loading comments…
Comments
Loading comments…