by ABADHOOT PANDA ✓ · 19 Nov 2021
ହେ ପୁଅ ମୁଁ ମଲା ପୂର୍ବରୁ ଚୁନା ମାଛ ଭଜା ଖାଇବାକୁ ଆଶା କରିଥିଲି l ମାତ୍ର ଆମ ଘରେ ମତେ କେହି ଖୁଆଇ ପାରିଲେନି l ମୋର ଇଷ୍ଟ ମଣିନାଗେଶ୍ଵରଙ୍କୁ ଡାକି ଆଖି ବୁଜିଦେଲି l ତୋ ଚୁନା ମାଛ ଦେଖି ମୋର ଭାରି ଖାଇବାକୁ ଇଚ୍ଛା ହେଲା l
Loading comments…
Loading comments…