by Bibhu Samanta ✓ · 17 Jun 2019
ପାଖେଇ ଆସୁଥିଲା ଶବ୍ଦ । କିଏ ଜଣେ କହୁଥିଲା, ଦେଖିଲ ପରମା'ଦି, ଆମ ମଦନମୋହନଙ୍କ ଲୀଳା। ଚନ୍ଦନ ପୋଖରୀ ଯାଏ ପହଂଚି ପାରିଲେନି। ହେଲେ ଭୋଗ ଖାଇଲେ ଆଉ ଗାଁ ବୁଲି ଆସିଲେ। ଆଉ ଜଣେ କହୁଛି, ହଁ ପରା, ସବୁଥର ଆମେ ଯୋଉ ରାସ୍ତାରେ ଯାଉ, ସେପଟେ ନ ଯାଇ, ଆଜି ଏପଟେ ଅଣେଇଲେ।
Loading comments…
Loading comments…