by ଦିଗ୍ ବିଜୟ ପଲାଇ ✓ · 18 May 2019
ତା ପରେ ପରେ ପଛରୁ କେହି ଜଣେ ମାଇକ୍ରୋଫୋନ୍ ଛଡେଇ କିଛି କହିବାକୁ ଆରମ୍ଭ କଲେ- ଭଗବାନଙ୍କଠୁ ବି ଆହୁରି ବଡ ବଡ ଅଛନ୍ତି ଆଜ୍ଞା, ଅନେକ! ଆମ ତହସିଲ ଅଫିସ୍ ରେ, ସେଠି ଭଗବାନଙ୍କ ଅପେକ୍ଷା ଶହେ ଗୁଣା ଅଧିକ ଭୋଗ ଲାଗେ।
Loading comments…
Loading comments…