by Anuradha Nath ✓ · 10 Oct 2020
କିନ୍ତୁ ବଡଵୋଉ ତାକୁ କୋଳେଇ ନେଇ କହିଥିଲା, ଝିଅ ହେଲେ କଣ ହେଲା, ପୁରା ରାଜକୁମାରୀ ପରି ହୋଇଛି। ଏ ଘରେ ବଳିଆ ଥିଲା, ଏଇ ଆମର ସୁଭଦ୍ରା, ମୋ ମନ କହୁଛି ଜଗା ଭି ଆମ ଘରକୁ ଆସିଵେ। ସତ କୁ ସତ ଆର ବର୍ଷ ସୁଭି ର ଭାଇ ଟିଏ ହେଲା। ଜଗା କୁ ପାଇ ସୁଭ
Loading comments…
Loading comments…