by Satyabati Swain ✓ · 19 May 2021
ଶାନ୍ ଯେ ମୋ ଜୀବନର ପ୍ରଥମ ପ୍ରେମ ଏକଥା କାହାକୁ ନ କହିଲେ ବି ମୁଁ ଜାଣେ। ଶାନ୍ କଥା ମନେ ପଡିଲେ ମୁଁ ଅସୁସ୍ଥ ଅସୁସ୍ଥ ଅନୁଭବ କରେ।
Loading comments…
Loading comments…