by Satyabati Swain ✓ · 5 Jun 2019
ଜାଣିନି ତୁମ ପାଖେ ଏ ଠିକଣା ବିହୀନ ଚିଠିର ବିଳାପ ପହଂଚିବ କି ନାହିଁ।କିନ୍ତୁ ଦୂର ଗଗନର ତାରା ହୋଇ ମୋତେ ଆଶୀର୍ବାଦ କର ସବୁ ଜ୍ବଳନ,ବିରହ,ନିଃସଙ୍ଗତାକୁ ମହାଦେବଙ୍କ ପରି ପିଇଯାଏ ଯେପରି।
Loading comments…
Loading comments…