by Dr Suniti Devi ✓ · 24 Aug 2017
ଵେଲୁନ୍ ବାଲା ଦେଖିଲେ ତା'ଠୁ ସଵୁ ବେଲୁନ୍ କିଣି ଆକାଶକୁ ଉଡାଇ ଦିଏ । ପଚାରିଲେ କହେ, 'ମୋ ଲୋଭ ଆଉ ମୋହର କ୍ରୀତଦାସମାନଙ୍କୁ ମୁକ୍ତି ଦେଉଛି, ମନି ।' ମନି କିଛି ବୁଝିପାରେନା । କେଵଳ ଅନୁଭଵ କରେ ତା' ସ୍ଵାମୀ ସେତେଵେଳେ ସଵୁଠୁ ସୁନ୍ଦର ଦିଶନ୍ତି ତାକୁ ।
Loading comments…
Comments
Loading comments…