by Rekharani Sahu ✓ · 21 Jul 2021
ତାଙ୍କ କୁନି ଝିଅଟି ଗୋଡ ମେଲେଇ ହେଇ ଶୁଏ ଠିକ୍ ବେଙ୍ଗ ଯେପରି ଫକ୍ ଫାକ୍ କରି ଡିଏଁ, ସେହିପରି । ତା ନାଆଁ ସେଥିପାଇଁ ହୁଏ "ବେଙ୍ଗୁଲି ରାଣୀ" । ଡାକ ନାଆଁ ତ ଅନେକ, ଜାତକ ନାଆଁ ଅଲଗା । ଶୁଭ ନାଆଁ ଅଲଗା।
Loading comments…
Comments
Loading comments…