by Khiroda Biswal ✓ · 27 Aug 2017
ହଉ ତୁମେ ଏଇଠି ରହିବ | ମାସକୁ ଭଡା ତିନି ହଜାର , ଇଲେକ୍ଟ୍ରିବିଲ ତୁମେ ଦବ | ସାଙ୍ଗ ସାଥି ଆଣିବେନି , ଝିଅ ଧନ୍ଦା କରିବନି | ଆମେ ବ୍ରହ୍ମଣ ଲୋକ , ଛାତ ଉପରେ ମନ୍ଦିର ଅଛି | ବିଧର୍ମୀ ଲୋକଙ୍କୁ ଆଣିବେନି | ସବୁ କଥାରେ ହଁ ଭରିଲା ରାଜେଶ |
Loading comments…
Loading comments…