by Satyabati Swain ✓ · 30 May 2021
ମୁଁ ଯଥର କତରେ ଦଶମ ଯାଏ ଗଲି ଓ ବୋର୍ଡ଼ ପରୀକ୍ଷାରେ ଫେଲ୍ ହୋଇ ଆଉ ପଢ଼ିଲି ନାହିଁ। ଆସ୍ତେ ଆସ୍ତେ ରାମାନନ୍ଦ ମୋ ଭିତରେ କଳ୍ପନା ଆଖିରେ ବଡ଼ ହେଉଥିଲା।ମୁଁ ବି ବଡ଼ ହୋଇଗଲି ଗୋଟେ ହଟା କଟା ଯୁବକ ହୋଇ। ଏଣିକି ରୋଜଗାର ନିଶା ଘାରିଲା।ପାଠଶାଠ
Loading comments…
Loading comments…