by Priyadarshini Mishra ✓ · 4 Jun 2019
ଆଇ.ପି.ଏଲ ରେ ଟଙ୍କା ହାରିଯିବାରୁ ଦୋକାନ ଟି ମଧ୍ୟ ସେମାନଙ୍କ ହାତରୁ ଚାଲିଗଲା।ସେଦିନ ଲଡୁ ବହୁତ କାନ୍ଦିଥିଲା।କେବେ ମଧ୍ୟ ବେଟିଙ୍ଗ କରିବ ନାହିଁ ବୋଲି ବୋଉର ପାଦ ଛୁଇଁ ଶପଥ କରିଥିଲା। କିନ୍ତୁ ଲଡୁର ଏସବୁ କଥାକୁ ଲଡୁବୋଉ ବିଶ୍ବାସ କରିପାରୁନଥିଲା
Loading comments…
Loading comments…