by ABhimanyu Panda ✓ · 17 Aug 2019
ଆରେ ବାବୁ ଏତେଦିନ ଏଠି ବସି କଣ ଏଇଆ ପାଇଲୁ ଭାବର ଅର୍ଥ ? ବାଇଆଟା ପୁରା । ତୁ ଯାହାସବୁ କହୁଛୁ ଯେମିତି ଧୈର୍ଯ୍ୟ,ନିଷ୍ଠା, ସାଧନା ,ଲାଳସା ଆଉ ସମର୍ପଣ ଏ ସବୁ ଭାବ ସମୁଦ୍ରରେ ମିଶି ଯାଇଥିବା ନଦୀ ସବୁ । ଭାବ ଏ ସବୁର ବହୁତ ଉର୍ଦ୍ଧରେ ।
Loading comments…
Loading comments…