by Parameswar Ojha ✓ · 6 Nov 2021
ଉପର ମୁହିଁ ବୋହୁ ବୋଲି ଏମିତି ନେଉଟ ଜବାବ୍ ଦେଉଛି । ଆମ ବେଳେ ଶାଶୁଙ୍କ ସାମ୍ନାରେ କଥା କହିବାକୁ ଭୟ ଲାଗୁଥିଲା, ଆଉ ଇଏ ବୋହୁର ତ ପାଟିରେ ବାଟୁଳି ବାଜୁନି ତା ସହ ଡର ଭୟ ସବୁ ନିଆଁ ଲାଗି ଗଲାଣି ଏମାନଙ୍କ ଠାରେ ।
Loading comments…
Loading comments…