by Nibedita Mishra ✓ · 10 Apr 2020
ହଁ,ମ ନାନୀ ଏବେ ତ ଆସିଛ।ସଂଧ୍ଯାବେଳକୁ ବସିକି କଥା ହେବା ଯେ..... ଏତିକି କହି ସେ ରୋଷେଇ ଘରକୁ ଚାଲିଗଲେ।ମାନିନୀର ବାପା ମଧ୍ଯ ନିଜ ରୁମକୁ ଚାଲିଗଲେ।ହେଲେ ମାନିନୀ ପିଉସୀକୁ ଏତେ ଦିନ ପରେ ପାଇ ,ନିଜର ଗପପେଡିକୁ ଖୋଲି ବସିଥାଏ।
Loading comments…
Loading comments…