କୃଷ୍ଣ ସ୍ବରୂପ ଧାରଣ କରି କହିଲେ ଭୟ କର ନାହିଁ । ମୁଁ ତୁମମାନଙ୍କୁ ରକ୍ଷା କରିବି । ଏହା କହି ସେ ଅନାୟାସରେ ବାମହସ୍ତର କନିଷ୍ଠ ଆଙ୍ଗୁଳିରେ ନିକଟସ୍ଥ ଗୋବର୍ଦ୍ଧନ ପର୍ବତକୁ ଛତା ପରି ଧରି ରଖିଲେ ଏବଂ ସମସ୍ତ ଗୋପବାସୀ ତାହା ତଳେ ଆଶ୍ରୟ ନେଲେ । ଶ୍ରୀକୃଷ୍ଣ ଏକ ସପ୍ତାହ କାଳ ଏହିପରି ଭାବରେ ଗିରି ଗୋବର୍ଦ୍ଧନକୁ ଟେକି ରଖିଲେ । ଏହାଦେଖି ଇନ୍ଦ୍ର ବିସ୍ମିତ ହୋଇ ଭାବିଲେ,ଏପରି କାର୍ଯ୍ୟ କଅଣ ଜଣେ ସାମାନ୍ଯ ଗୋପ ବାଳକ ପକ୍ଷରେ ସମ୍ଭବ ?
Loading comments…