ପୁତ୍ର ଫେରି ଆସିବା ଦେଖି ରାଜା ଅତ୍ଯନ୍ତ ଆନନ୍ଦିତ ହେଲେ । ଇତିପୂର୍ବରୁ ନାରଦ ମୁଖରୁ ସେ ପୁତ୍ରର ସାଧନା ଓ ସିଦ୍ଧିଲାଭ କଥା ଶୁଣିଥିଲେ । କଠୋର ତପସ୍ଯାବଳରେ ପୁତ୍ର ଶ୍ରୀହରିଙ୍କ ଦର୍ଶନ ପାଇଛି ଜାଣି ପିତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଧ୍ରୁବ ଯୌବନରେ ପଦାର୍ପଣ କରନ୍ତେ, ରାଜା ଉତ୍ତାନପାଦ ପୁତ୍ରକୁ ରାଜସିଂହାସନରେ ଅଭିଷିକ୍ତ କରି ତପସ୍ଯା ନିମନ୍ତେ ବନଗମନ କଲେ ।
Loading comments…