by Narendra Prasad Behera ✓ · 8 Jul 2019
ମୁଁ ଜଣେ ଅସ୍ପୃଶ୍ୟ ହୋଇଥିବାରୁ ମୋତେ କେହି ପିଇବାକୁ ପାଣି ଦେଲେ ନାହିଁ । ବର୍ତ୍ତମାନ ଶୋଷରେ ମୋର ତଣ୍ଟି ଶୁଖିଯାଉଛି । ମୋତେ ପିଇବାକୁ ମୁନ୍ଦାଏ ପାଣି ଦିଅ ।
Loading comments…
Loading comments…