by Narendra Prasad Behera ✓ · 1 Jul 2019
ରାଜା ଇନ୍ଦ୍ରଦ୍ୟୁମ୍ନ ପରଲୋକ ଗମନ କରିବା ପରେ ହାତୀ ଜନ୍ମ ପ୍ରାପ୍ତ ହୋଇଥିଲେ । କିନ୍ତୁ ତପସ୍ଯାର ସଂସ୍କାର ରହିଥିବା ହେତୁ ତାଙ୍କର ପୂର୍ବଜନ୍ମ କଥା ମନେଥିଲା ।
Loading comments…
Loading comments…