by Sunanda Mohanty ✓ · 12 Apr 2021
ଅନୁଭା ଗାଁ ନଈକୂଳ, ଆମ୍ବତୋଟା ଆଡ଼େ ଘୁରି ଆସିଲା ଟିକେ, କାଲି ତାକୁ ଗାଁ ଛାଡିବାକୁ ପଡିବ । ହୁଏତ ପୁଣି କେବେ ସେ ଗାଁ କୁ ଆସିବ ଜାଣେନା । ଏମିତିରେ ବାହାଘର ହୋଇଯାଇଥିଲେ ବି ସେ ଆଉ କୋଉଠି କାହା ସଂସାରରେ ନିଜକୁ ସାମିଲ କରିସାରନ୍ତାଣି ।
Loading comments…
Loading comments…