by Seetaram Dash ✓ · 5 Mar 2019
ପତଙ୍ଗ ମାନେ ପ୍ରଜାପତି। ଏବେ ପ୍ରଜାପତି ମାନେ ମୋ ଦେହ ଚାରି ପାଖରେ ଉଡି ବୁଲୁଛନ୍ତି। ଆଉ ଗୋଟେ ଖୁସି ଖବର, ଘରେ ବାହାଘର ପାଇଁ ସମସ୍ତେ ରାଜି।
Loading comments…
Loading comments…