by Sunanda Mohanty ✓ · 11 Mar 2022
ତୋ ଠୁ ଶିଖିଥିବା ସଣ୍ଠଣା ହିସାବରେ ବଡି ପକା ,ଶାଗ କଟା ,ଝୋଟି ଚିତା ,ମୁରୁଜ ପକା ସହ ପୂଜା ଵିଧି ବିଧାନ ମତେ ବୋହୁ ହେଲାବେଳେ ଭଲ ବୋହୂର ପରିଚୟ ଦେଇଛି ।ମୋ ବଡି ଶାଶୁଙ୍କୁ ବହୁତ ପସନ୍ଦ ,ଖୁଡି ଶାଶୁ ପଚାରି ବସନ୍ତି କଣ ସବୁ ବଡ଼ିରେ ପକାଉଛୁ
Loading comments…
Comments
Loading comments…