by Maheswar sahoo ✓ · 21 Apr 2020
ପିଲାଟିଏ ଯେତିକି ଶ୍ରମ ଓ ଯେତିକି ସଂସ୍କାର ମଧ୍ୟରେ ରହି ନିଜକୁ ବିକଶିତ କରି ପାରିବ ସେତିକି ବାତାବରଣ ତା ପାଇଁ ଯୋଗେଇ ଦେବା ଆବଶ୍ୟକ । ନ ହେଲେ କଡ଼ିଟିଏ ପ୍ରସ୍ପୁଟିତ ହେବା ପୁର୍ବରୁ ନଷ୍ଟ ହୋଇଯିବ ।
Loading comments…
Comments
Loading comments…