by Debabrata Barik Debunu ✓ · 9 Jan 2020
ସଞ୍ଜୟର ଏଣେ ସବୁଦିନ ପାଇଁ ତା ବୋଉ ପାଟି ବନ୍ଦ ହୋଇଯାଇଛି । କିଛି ବି ମୁଣ୍ଡରେ ପଶୁ ନ ଥାଏ । ଫୋନ ରଖୁ ରଖୁ ଦେଖିଲା ସତରେ ଭଉଣୀ ରୀନାର ପଚାଶ କି ଷାଠିଏ ଟା ମିଶଡ଼ କଲ !
Loading comments…
Loading comments…