by Dr Jharana Satapathy ✓ · 18 Jan 2020
କିନ୍ତୁ ମୋ ଆଖିର ଦୂରଦୃଷ୍ଟିର ଅସୁବିଧା ହେତୁ ମୁଁ ନଜର କଲେ ମଧ୍ୟ ତାହା ଦେଖା ଯାଉ ନଥିଲା।ମୁଁ ନିଜେ ନିଜେ ଭାରତ ମାତାକୁ ଚିନ୍ତା କରି ଭାରତ ମାତାର ସୁନ୍ଦର ମାନଚିତ୍ରଟି ସ୍ବହସ୍ତରେ ଆଙ୍କି ଦେଇଥିଲି।
Loading comments…
Comments
Loading comments…