by Banabihari Mishra ✓ · 19 Sept 2020
ଚନ୍ଦା ଭାବୁଥାଏ, ଯେତେବେଳେ ତା ନନା ବଞ୍ଚିଥିଲା, କେଡେ ସୁଖର ଦିନ ଥିଲା। ଭାଉଜ ଆଉ ସିଏ ନିଜେ ମାଛକୁ ଭଲପାଆନ୍ତି ବୋଲି ନନା ଅନେକ ସମୟରେ ମାଛ ଆଣନ୍ତି।
Loading comments…
Loading comments…