by Sangita Mishra Satapathy ✓ · 2 Feb 2022
କେଜାଣି କେମିତି ସେ ମାଉସୀ ତା ଫେରିବା ବେଳ ଜାଣନ୍ତି ସେମିତି ଅପେକ୍ଷି ଥାଆନ୍ତି ତା ଫେରିବା ବାଟକୁ ଯଦିଓ ତାର ସବୁଦିନ ଫେରିବାର ସମୟ ଭିନ୍ନ ଭିନ୍ନ ହୋଇଥାଏ । ସତେ ଯେମିତି ସୁକନ୍ୟା ଆସିଲେ ତାଙ୍କ ପିଣ୍ଡରେ ପ୍ରାଣ ପଶେ ।
Loading comments…
Loading comments…