by Birakishore Nayak ✓ · 17 Jun 2022
ନିଜ ଘର ଛାଡି ଏଇ ଭଡାଘରକୁ ଆସିବlଦିନରୁ ଠାକୁର ପୂଜା ସମୟରେ ଠାକୁରଙ୍କ ଉପରେ ଫୁଲଟିଏ ବି ଚଢାଇ ପାରିନି ନୂପୁର |ବଗିଚାରୁ ଫୁଲଟିଏ ଛିଡାଇବାକୁ ମନା |ମାଲିକାଣୀ ନିଜେ ବହୁତ ଫୁଲ ତା ପୂଜାପାଇଁ ତୋଳେ, ହେଲେ ଗୋଟିଏ ଦୁଇଟି ଫୁଲ ତୋଳିବାକୁ ଦିଏନା
Loading comments…
Loading comments…