by Dr. Jagatabandhu Mohapatra ✓ · 26 May 2020
ସରକାରୀ କ୍ଵାର୍ଟରରେ ଥିଲାବେଳେ ବାପା ଭୁବନେଶ୍ଵରରେ ଥିବାରୁ ଗାଁରୁ ବହୁତ ଲୋକ ଆସନ୍ତି I ଘରେ ରୁହନ୍ତି I ଖାଆନ୍ତି I ଯାହାର ଯେଉଁ କାମ ଥାଏ, କାମ ସାରିକି ଯାନ୍ତି I କାହାର ହସ୍ପିଟାଲ କାମ ତ କାହାର ନାମ ଲେଖା କାମ, ଆଉ କାହାର ଚାକିରି ଖୋଜି
Loading comments…
Comments
Loading comments…