by Bidyut lata Mishra ✓ · 13 Jul 2019
ଘରକୁ ଯିବା ପରିବର୍ତ୍ତେ ରାନୀ ପାଖକୁ ଧାଇଁଲା ମିତା । ମିତା ସବୁ ସତ ଜଣେଇବ ରାନୀକୁ । ତା ଭେଜିଟେରିଆନ ସ୍ୱାମୀର ମୁଖ ଖୋଲିବ । କିନ୍ତୁ ରାନୀ.... ସରବିଦ୍ଧ ମୁକ୍ତ ବିହଙ୍ଗ ଭଳି ଲାଗୁଥିଲା ମିତାକୁ ସେ ।
Loading comments…
Loading comments…