by Manorama Hati ✓ · 19 Dec 2019
ସବୁ ଛୁଆ ତମ ପରି। ମୋ ପରି କେହିବି ନୁହଁନ୍ତି। ନନ୍ଦା ଦେବୀ, ସୁରେଶ ବାବୁ ପହଞ୍ଚି ଗଲେ। ଆଉ ଏକା ସାଙ୍ଗରେ କହି ଉଠିଲେ-ଓଃ! ଭେରି ଇଣ୍ଟରେଷ୍ଟେଡ୍। ନିଶା ଲାଜରେ ମୁହଁ ପଛକୁ କରି ଦେଲା।
Loading comments…
Loading comments…