by Madhabi Patel ✓ · 17 Jan 2022
ସୂର୍ଯ୍ୟ ଅସ୍ତମିତ ହେବା ଉପକ୍ରମରେ ଥିଲେ । ଘରବାହୁଡା ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ଭାସି ଆସୁଥିଲା ପାଖ ଗଛ ମାନଙ୍କରୁ । ସମସ୍ତେ ନିଜ ନିଜ ଆଶ୍ରୟ ସ୍ଥଳକୁ ଫେରି ଆସିଥିଲେ ।
Loading comments…
Comments
Loading comments…