by Saswat Routroy ✓ · 24 Aug 2019
ଯଦି ପୃଷ୍ଠାଟା ପଢ଼ିବା ପରେ ବି ଜୟର କିଛି କ୍ଷତି ହେଲାନି, ତା'ହେଲେ ସେଇ ବୁଢ଼ାଟା ତାକୁ ମିଛଟାରେ ଡରେଇଥିଲା କାହିଁକି? ଏଇନେ ଜାଣିବାକୁ ପଡ଼ିବ ସେଇ ପୃଷ୍ଠାଟାରେ କ'ଣ ଅଛି। ଖଟ ତଳୁ ବିରୂ ଟ୍ରଙ୍କଟା ଟାଣି ଆଣି ତାଲା ଖୋଲିଲା।
Loading comments…
Loading comments…