by Sudhir Kumar Mohapatra ✓ · 20 Nov 2019
ବାପା କିନ୍ତୁ ବାରି ପାରୁଥିଲେ ସାନ୍ତନୁ କଥାରେ କେତେ କୋହ ଭରି ରହିଥିଲା । ସେ କହିଲେ, ବାବାରେ ! ଶେଷରେ ଏ ମଉଳା ଫୁଲ ଲାଗିିଥିବା ଗଛଟାରୁ ପାଚିଲା ପତ୍ର ବାଛି ଯତ୍ନ ନଉ ନଉ ମାଲ୍ୟାଣୀଟା ଝରିପଡିଲା ନା ?
Loading comments…
Loading comments…