by Anuradha Nath ✓ · 7 Jul 2021
ପୂଜା ପାଇଁ ମୁଁ ତମ ପାଇଁ ଏକ ଧଳା ରଙ୍ଗର ଶାଢ଼ି ନେଇକି ଆସିଥିଲି, ଆଉ ତମେ ମତେ ସେ ଶାଢୀ ଫେରାଇ ହଳଦିଆ ରଙ୍ଗର ଶାଢ଼ି ଆଣିବାକୁ କହିଥିଲ l ସେଇଦିନ ମୁଁ ଜାଣିଥିଲି ତମକୁ ଧଳା ରଙ୍ଗ ପସନ୍ଦ ନୁହେଁ l
Loading comments…
Loading comments…